ଯାତ୍ରୀଙ୍କ ରାଗ ଶାନ୍ତ କରିବାକୁ ରେଳବାଇର ନୂଆ ଉପାୟ: ଟ୍ରେନ୍‌ ବିଳମ୍ବ ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଝାଇବ

ନୂଆଦିଲ୍ଲୀ: ଆମ ଦେଶରେ ଟ୍ରେନ୍‌ ବିଳମ୍ବରେ ଷ୍ଟେସନ୍‌ରେ ପହଞ୍ଚିବା ଅବା ବିଳମ୍ବରେ ଷ୍ଟେସନ୍‌ରୁ ଛାଡ଼ିବା କିଛି ନୂଆ କଥା ନୁହେଁ। ବର୍ଷ ବର୍ଷ ଧରି ଭାରତୀୟ ରେଳ ଏଥିପାଇଁ ସମାଲୋଚିତ ହୋଇ ଆସୁଛି। ଏମିତି ବିଳମ୍ବ ଯୋଗୁ ଯାତ୍ରୀମାନେ ରାଗନ୍ତି ଓ ମନେ ମନେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଗାଳି କରନ୍ତି। ଯାତ୍ରୀଙ୍କ ରାଗ ଶାନ୍ତ କରିବା ପାଇଁ ରେଳବାଇ ଏକ ନୂଆ ଉପାୟ ଚିନ୍ତା କରିଛି। ରେଳବାଇ ଭାବୁଛି ଏହି … Continue reading ଯାତ୍ରୀଙ୍କ ରାଗ ଶାନ୍ତ କରିବାକୁ ରେଳବାଇର ନୂଆ ଉପାୟ: ଟ୍ରେନ୍‌ ବିଳମ୍ବ ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଝାଇବ